ଅର୍ଣ୍ଣବ ଗୋସ୍ୱାମୀ ଗିରିଫ ଘଟଣା; ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଉପରେ ଆକ୍ରମଣ ବୋଲି କହିଲେ ଗୃହମନ୍ତ୍ରୀ ଅମିତ ଶାହା
ମୁମ୍ବଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍ ଗିରିଫ କରିଛି। ଅର୍ଣ୍ଣବଙ୍କ ବାସଭବନ ଭିତରୁ ପୁଲିସ୍ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି। ମୁମ୍ବଇ ପୁଲିସର!-->…