ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ଆଲୋଚନା ବିଫଳ
ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାରେ ଆଜି ସନ୍ଧ୍ୟାରେ ଓଡ଼ିଶା ଓ ଛତିଶଗଡର ବୈଷୟିକ ଅଧିକାରୀସ୍ତରୀୟ ବୈଠକ ବିଫଳ ହୋଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଛତିଶଗଡ଼ ସିଧାସଳଖ ଅଗ୍ରାହ୍ୟ କରିଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବୈଠକରେ!-->…