ମିଳିଲାନି ଚାକିରି; ଏବେ ଗୋ-ସେବା
ନୀଳଗିରି: ପ୍ରାୟ ଛାତ୍ରଛାତ୍ରୀଙ୍କ ଇଛା ଥାଏ ଉଚ୍ଚ ଶିକ୍ଷା ଲାଭ କରି ଚାକିରି ଖଣ୍ଡେ କରିବାକୁ। ଆଉ କେଉଁଠି ଚାକିରି ପଛରେ ଦୌଡ଼ି ଶେଷରେ ଗରିବ ମେଧାବୀ ଛାତ୍ରମାନେ ଛୋଟମୋଟ ବେପାର ଆରମ୍ଭ କରୁଛନ୍ତି; କିନ୍ତୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକର ଏମିତି ଏକ ଗାଁ ଅଛି; ଯେଉଁଠି ଜଣେ କି!-->…