ଯାତନା ଦେଉଛି ସ୍ମାର୍ଟସିଟି-୨: ସହିଦନଗର ସାରା ଖାଲ
ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟିର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ସହିଦନଗର ଅଞ୍ଚଳର ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯୁଆଡ଼େ ଦେଖିବ ସିଆଡ଼େ ଖାଲଖମା। ସବୁଠାରୁ ବଡ଼ କଥା ହେଉଛି ସ୍ମାର୍ଟସିଟିର କାର୍ଯ୍ୟାଳୟ ଏଠାରେ ଥିଲେ ମଧ୍ୟ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବା!-->…