ପୁଣି କାଳିଆ ଲେଉଟିବ?
ମହାମାରୀ କରୋନା ଏବେ ଏହାର ଫଣା ତଳମୁଁହା କରିଛି ବୋଲି କୁହାଯାଉଛି । ସେହିପରି ପୁର୍ନର୍ବାର ମହାମାରୀ ଆଗାମି ବଢ଼ିବାର ଆଶଙ୍କା କେତେକ ସ୍ଥରୁ କରାଯାଉଥିଲା ବେଳେ ବାସ୍ତବରେ କୋଭିଡ ଟିକା ଏପର୍ଯ୍ୟନ୍ତ ବାହାରି ନଥିବାରୁ ଏହି ଭୟାନକ ଭାଇରସ୍ ଜନିତ ମହାମାରୀର ଆଗାମୀ ସ୍ଥିତି ନେଇ କେହି କିଛି!-->…