ସରକାରଙ୍କୁ କେନ୍ଦ୍ର ସୂଚନା କମିସନଙ୍କ ନୋଟିସ; ‘ଆରୋଗ୍ୟ ସେତୁ’ର ପ୍ରସ୍ତୁତକର୍ତ୍ତା କିଏ ଜଣାଅ
ନୂଆଦିଲ୍ଲୀ : କରୋନା ସଂକ୍ରମଣଜନିତ ସୂଚନା ପ୍ରଦାନ ଓ ସଚେତନତା ପାଇଁ ଭାରତ ସରକାର ପ୍ରସ୍ତୁତ କରିଥିବା ‘ଆରୋଗ୍ୟ ସେତୁ’ ଆପ୍ର ପ୍ରସ୍ତୁତକର୍ତ୍ତାଙ୍କ ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରଣାଳୟ ନିକଟରେ କୌଣସି ତଥ୍ୟ ନାହିଁ। ଏ ନେଇ କେନ୍ଦ୍ର ସୂଚନା କମିସନ୍ ବୁଧବାର ସରକାରଙ୍କୁ କାରଣ ଦର୍ଶାଅ!-->…