ଡ଼ାକ୍ତରୀ ପ୍ରବେଶିକାରେ ଟପ୍ପର ପ୍ରସଙ୍ଗ: ଆକାଂକ୍ଷାଙ୍କୁ ଯୁଗ୍ମ ଟପ୍ପର ଘୋଷଣା ଲାଗି ଏନ୍ଇଇଟି ନିକଟରେ ଫେରାଦ ହେବେ…
ଲକ୍ଷ୍ନୌ: ଏନଇଇଟି (ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା)ରେ ଟପ୍ପର ପ୍ରସଙ୍ଗକୁ ନେଇ ବିବାଦରେ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୭୨୦ରୁ ୭୨୦ ନମ୍ବର ରଖିଥିବା ସତ୍ବେ ଏନଇଇଟି ପରୀକ୍ଷାଫଳ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ଆକାଂକ୍ଷା ସିଂହଙ୍କୁ ଯୁଗ୍ମ ପ୍ରଥମ ସ୍ଥାନରେ!-->…