ଡିସେମ୍ବରରେ ଶୀତ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ଡିମେମ୍ବର ମାସରେ ତଥା ଚଳିତ ବର୍ଷ ଶେଷ ପୂର୍ବରୁ ବିଧାନସଭା ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା । କିନ୍ତୁ ପ୍ରଥମ ଓ!-->…