ମୁମ୍ବଇର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର ନାଗପଡ଼ା ସ୍ଥିତ ଏକ ସପିଂ ମଲରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବିଷୟରେ ତୁରନ୍ତ ଦମକଳ କର୍ମଚାରୀଙ୍କୁ ସୂଚନା ମିଳିବା ପରେ ଏଯାବତ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ୨ ଦମକଳ କର୍ମଚାରୀ ଆହତ ହୋଇଥିବା

ଦେଶରେ ଚିହ୍ନଟ ଆକ୍ରାନ୍ତ ୫୪ ହଜାର ୩୬୬ ; ମୃତ ୬୯୦

ନୂଆଦିଲ୍ଲୀ : ଧିରେ ଧିରେ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୩୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୭, ୩୦୬ରେ ପହଞ୍ଚିଛି। ଦେଶରେ

କରୋନା, ଲଘୁଚାପ ବର୍ଷା ଓ ଦଶହରା

ଆମ ରାଜ୍ୟରେ ଦୀର୍ଘ ବର୍ଷ ଧରି ଦେବୀ ଦୁର୍ଗାଙ୍କ ପୂଜା ମନ୍ଦିର ତଥା ମୃଣ୍ମୟୀ ମୃର୍ତୀଙ୍କ ଆରଧାନା ଦୀର୍ଘ ୧୦ ଦିନ ବ୍ୟାପି ମହାସମାହରେ ଅନୁଷ୍ଠିତ ହୋଇଥାଏ । ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏହି ପର୍ବ ଅଧିକ ଧୁମଧାମ୍ ସହ ପାଳନ କରାଯାଇଥିଲା ବେଳେ ଓଡ଼ିଶାରେ ଏହି ପୂଜା ଦେଶ ପରାଧିନ

ରାଲେଗାଡ଼ା ପଞ୍ଚାୟତକୁ ବୋଟ୍ ଦେବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି

ଚିତ୍ରକୋଣ୍ଡା  : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନି। ଏ ସଂପର୍କରେ ଟ୍ୱଇଟ କରି ସୂଚନା ଦେଇଛନ୍ତି କମ୍ପାନିର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। ସୂଚନାଯୋଗ୍ୟ, ଏହି ଅଞ୍ଚଳ ଦେଇ ପ୍ରବାହିତ

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

ଭୋପାଲ: ମଦ ପିଇ ନିଜ ପତ୍ନୀଙ୍କୁ ବାରମ୍ବାର ମାଡ଼ ମାରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତିଙ୍କ ଏଭଳି ଆଚରଣ ପାଇଁ ତାଙ୍କର ୧୬ ବର୍ଷୀୟ ଝିଅ ହିଁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମା’ଙ୍କ ଉପରେ ତାଙ୍କ ବାପା ସବୁଦିନ ଅତ୍ୟାଚାର କରୁଥିବାରୁ ବୁଧବାର ସନ୍ଧ୍ୟାରେ ନାବାଳିକା

ଅଦିନିଆ ବର୍ଷା ଉଜାଡିଲା ଧାନଚାଷ; ସହୟତା ଦାବି

– ଅଭିଯୋଗ ପରେ ଆକଳନ ଚାଲିଛି – କୃଷି ଜିଲା ଅଧିକାରୀ– କରୋନା ସମୟରେ ଧାନକ୍ଷତି ଦୁଃଖଦାୟକ – ଚାଷୀନେତାବଲାଙ୍ଗିର : ଅଦିନିଆ ବର୍ଷା ଓ ପବନ ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ। ଜିଲାର ଦୁଇଟି ବ୍ଲକର ଚାଷୀ ଉପରେ ଦାଉ ସାଧିଲା ଅଦିନିଆ ବର୍ଷା। ଗତ ୨୦ ତାରିଖରେ ରାତ୍ରିରେ ଲୋଇସିଂହା ଓ ଆଗଲପୁର

ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି

ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି ନୌସେନାରେ ସାମିଲ ହୋଇଛି। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପଟ୍ଟନମ ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିଛନ୍ତି। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ

ବାକ୍‌ ସ୍ବାଧୀନତା କେତେ ସ୍ବାଧୀନ ?

୧୯୫୭ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର “ପ୍ୟାସା”ର ଗୀତ “ଜାନେ କ୍ୟା ତୁନେ କହି; ଜାନେ କ୍ୟା ମୈନେ ଶୁନି; ବାତ୍‌ କୁଛ୍‌ ବନ୍‌ ହି ଗୟୀ” ସାମ୍ପ୍ରତିକ ପରିସ୍ଥିତିରେ ବାକ୍‌ ସ୍ୱାଧୀନତାର ଚିତ୍ର ଓ ଚରିତ୍ରକୁ ସ୍ପଷ୍ଟ କରେ। ଏ ଗୀତର ପ୍ରଚ୍ଛଦପଟ ଓ ଅର୍ଥ ଭିନ୍ନ ହୋଇଥିଲେ ମଧ୍ୟ

ଲଙ୍କା ପ୍ରିମିୟର ଲିଗ୍‌ କାଣ୍ଡି ଦଳ କିଣିଲେ ସଲ୍‌ମାନଙ୍କ ପରିବାର

ମୁମ୍ବଇ : ଶ୍ରୀଲଙ୍କାର ପେସାଦାର କ୍ରିକେଟ ଲିଗ୍‌ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର କାଣ୍ଡି ଟସ୍କର୍ସ ଦଳକୁ ବଲିଉଡ୍‌ ତାରକା ସଲ୍‌ମାନ ଖାଁଙ୍କ ପରିବାର କିଣିଛନ୍ତି। ସଲ୍‌ମାନଙ୍କ ସାନ ଭାଇ ଅଭିନେତା ସୋହେଲ ଖାଁ ଏବଂ ବାପା ତଥା ବଲିଉଡ୍‌ର ପ୍ରସିଦ୍ଧ ଲେଖକ ସଲିମ ଖାଁ ମଧ୍ୟ

‘ବାହୁବଳୀ’ଠାରୁ ଅଧିକ ରୋମାଞ୍ଚକର ହେବକି “ଆର୍‌ଆର୍‌ଆର୍‌”? ସାମ୍ନାକୁ ଆସିଲା ପ୍ରଥମ ଲୁକ୍ ଭିଡ଼ିଓ

ମୁମ୍ବଇ : ବ୍ଲକ ବଷ୍ଟର ଚଳଚ୍ଚିତ୍ର ବାହୁବଳୀ ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବା ନିର୍ଦେଶକ ଏସ୍‌ଏସ୍ ରାଜମୌଲିଙ୍କ ଆଗାମୀ ସିନେମା “ଆର୍‌ଆର୍‌ଆର୍‌”ର ଫାଷ୍ଟ ଲୁକ୍ ଭିଡ଼ିଓ ସାମ୍ନାକୁ ଆସିଛି।  ସାମ୍ନାକୁ ଆସିଥିବା ଭିଡ଼ିଓ ବାହୁବଳୀ ଭଳି ଜବରଦସ୍ତ ହୋଇଛି।ଏହି