ପ୍ଲାଜ୍ମା ଦାନରେ ଓଡିଶା ପୋଲିସର ସଂଖ୍ୟା ୫୦୦
ଭୁବନେଶ୍ବର: ଆଜି ସୁଦ୍ଧା ଓଡିଶା ପୋଲିସରେ କାର୍ଯ୍ୟରତ ୫୦୦ ଜଣ କରୋନା ଯୋଦ୍ଧା କୋଭିଡ୍କୁ ହରାଇବା ପରେ ପ୍ଲାଜ୍ମା ଦାନ କରି ଓଡିଶା ପୋଲିସକୁ ଗୌରାବାନ୍ୱୀତ କରିଛନ୍ତି। ଏହି କରୋନା ଯୋଦ୍ଧା ମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍ମା ସଂଗ୍ରହ କେନ୍ଦ୍ର ଯଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ!-->…