ଆଜି ନୌସେନାରେ ସାମିଲ ହେବ ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କଭରାତି
ଆଜି ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କଭରାତି ନୌସେନାରେ ସାମିଲ ହେବ। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପାଟଣାର ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିବେ। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ!-->…