ରାଜ୍ୟପାଳଙ୍କୁ ନେଇ ବିବାଦ
ଆମ ଦେଶରେ ରାଜ୍ୟପାଳଙ୍କୁ ନେଇ ବିବାଦ କିଛି ନୂଆ ନୁହେଁ । ରାଜ୍ୟପାଳଙ୍କ ଭୂମିକା ଓ ଆଚରଣ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଆଚରଣ ଓ ଉଚ୍ଚାରଣ କେବଳ ବିବାଦ ସୃଷ୍ଟି କରି ନାହିଁ । ରାଜ୍ୟପାଳ ମର୍ଯ୍ୟାଦାକୁ ନ୍ୟୁନ!-->…