ପାକିସ୍ତାନରେ ବିସ୍ଫୋରଣ; ୩ମୃତ, ୧୬ ଗୁରୁତର
ଇସଲାମାବାଦ : ପାକିସ୍ତାନ କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳର ମାସ୍କାନ ଚୋରାଙ୍ଗି ନିକଟରେ ଥିବା ଏକ କୋଠାରେ ବୁଧବାର ସକାଳେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ପଟେଲ ଡାକ୍ତରଖାନାରେ ଭର୍ତ୍ତି!-->…