ଲାଲ୍ବାହିନୀର ବର୍ବର କାଣ୍ଡ; ୧ମୃତ, ୨ଗରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟାଛନ୍ତି। ପୁଳିସ ଇଇନଫର୍ମର ସନ୍ଦେହକରି ଲାଲ୍ବାହିନୀ ଜଣଙ୍କର ଗଳା କାଟି ହତ୍ୟା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି। ମୃତ ଜଣଙ୍କ!-->…