ଅମିତ ମିଶ୍ରାଙ୍କ ସ୍ଥାନରେ ପ୍ରବୀଣ ଦୁବେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ
ଦୁବାଇ : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ ଜାରି ରଖିଥିଲେ ସୁଦ୍ଧା ଖେଳାଳିମାନେ ଆଘାତପ୍ରାପ୍ତ ହେବା ଦଳ ପାଇଁ କିଛିଟା ଚିନ୍ତାର କାରଣ ପାଲଟିଛି। କିଛିଦିନ ତଳେ ଆଙ୍ଗୁଠିରେ ଆଘାତଜନିତ କାରଣରୁ ଆଇପିଏଲ୍ରୁ ଦିଲ୍ଲୀ କ୍ୟାପିଟାଲ୍ସର!-->…