ସକାଳୁ ସକାଳୁ ଟାମ୍ପିନେଲେ ମହିଳାଙ୍କ କାନଫୁଲ
ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ କମିବାର ନାଁ ନେଉନାହିଁ। ଆଜି ସକାଳୁ ସକାଳୁ ପୁଣିଥରେ ଲୁଟେରା ମାତିଛନ୍ତି। ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଂଚଳର କୈଳାସ ବିହାରରେ ଜଣେ ମହିଳାଙ୍କ କାନରୁ କାନଫୁଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମହିଳା ଜଣକ ସକାଳ ସମୟରେ ଫୁଲ ତୋଳିବାକୁ!-->…