ବେଆଇନ ରୂପେ ଗୋ-ଚାଲାଣ କରୁଥିବା ବେଳେ ପୋଲିସର ଚଢାଉ
କରଂଜିଆ : ରବିବାର ମଧ୍ୟରାତ୍ରୀ ପ୍ରାୟ 2.30 ସମୟ ଜାତୀୟ ରାଜପଥ 49 ପାର୍ଶ୍ୱ ଖିରେଇଟାଙ୍ଗରି ନିକଟସ୍ଥ ଧାନବେଣୀ ଗ୍ରାମ ନିକଟରେ ଏକ ଗୋରୁବୋଝେଇ ଟ୍ରକକୁ ତୁରୁମୁଙ୍ଗା ଥାନା ଆରକ୍ଷୀ ନିରୀକ୍ଷକ ହରିଶଙ୍କର ନାୟକ ଜବତ କରି 3ଜଣ କୁ ଗିରଫ କରିଥିବା ବେଳେ, ଭୋର 5ଟା ସମୟରେ କରଞ୍ଜିଆ ଥାନା!-->…