ଭାରତ – ଶ୍ରୀଲଙ୍କା ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ଆରମ୍ଭ
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ସ୍ଲୀନେକ୍ସ-୨୦ ଆଜିଠାରୁ ଆରମ୍ଭ ହୋଇଛି। ତ୍ରିଙ୍କୁମାଳୀ ଉପକୂଳରେ ଏହି ସମରାଭ୍ୟାସ ଚାଲିବ ଓ ଏହା ତିନିଦିନ ପର୍ଯ୍ୟନ୍ତ ଜାରି ରହିବ। ଶ୍ରୀଲଙ୍କା ନୌବାହିନୀର ଏସଏଲଏନ ଜାହାଜ ସୟୁରା ଓ ଗଜବାହୁ ସମରାଭ୍ୟାସରେ ଅଂଶଗ୍ରହଣ କରୁଛି।!-->…