ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଚୀନ୍ ସହ ସମ୍ପର୍କକୁ ପ୍ରଭାବିତ କରିଛି – ଜୟଶଙ୍କର
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଯୋଗୁ ଚୀନ୍ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ଗତକାଲି ଏକ ୱେବିନାରରେ ଜୟଶଙ୍କର କହିଛନ୍ତି ଯେ ଅଶୀ ଦଶକରୁ ଆଜି ଯାଏଁ ସୀମାବର୍ତ୍ତୀ ଅଞ୍ଚଳରେ!-->…