ମଥୁରାରୁ ହଟିବ ମସ୍‌ଜିଦ!

ମଥୁରା: ଅଯୋଧ୍ୟାରେ ବାବରୀ ମସ୍‌ଜିଦ ଭଙ୍ଗାଯାଇ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ ସହିତ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଥିବା ମସ୍‌ଜିଦ ହଟାଇବା ଅଭିଯାନ ଜୋର୍‌ ଧରିଛି। ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଓ ସାହି ଇଦ୍‌ଗା ପରିଚାଳନା କମିଟି ମଧ୍ୟରେ

କରୋନା ପାଇଁ ଖର୍ଚ୍ଚ ହେବ ମମତାଙ୍କ ପୂଜା ଅନୁଦାନ – ହାଇକୋର୍ଟ

କଲକାତା: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା କମିଟିଗୁଡ଼ିକ ପାଇଁ ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନ ପ୍ରତି କଲକାତା ହାଇକୋର୍ଟ ଧକ୍କା ଦେଇଛନ୍ତି। ଏହି ଅର୍ଥର ୭୫ ପ୍ରତିଶତ କରୋନା ସୁରକ୍ଷା ଉପକରଣ ଓ ବାକି ୨୫ପ୍ରତିଶତ ଅର୍ଥ ଜନସାଧାରଣ ଏବଂ ପୁଲିସ ମଧ୍ୟରେ ସମ୍ପର୍କ ସୁଦୃଢ଼

ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣା; ସାନଭଉଣୀର ମୃତଦେହ ଠାବ

ତୁଷୁରା: ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣାରେ ଶନିବାର ସାନଭଉଣୀର ମୃତ ଦେବ ଠାବ ହୋଇଛି। ତରଭା ସିଂହାଣୀ ପଞ୍ଚାୟତ ବଡ଼ତେଣ୍ଡା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଛି। ୧୫ ତାରିଖରେ ତୁଷୁରା ତେଲନଦୀ ପୋଲରୁ ୨ ଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ। ସୂଚନା ଅନୁଯାୟୀ, ତୁଷୁରା

ରାଜ୍ୟରେ କରୋନା ନେଲା ୧୭ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୧୨୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ ଜଣ ମୃତକଙ୍କ ମଧ୍ୟରୁ ଟ୍ବିନ

ରାଜ୍ୟରେ ୨୧୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୨ ହଜାର ୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୨୭୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨୨ ଚିହ୍ନଟ ହୋଇଛନ୍ତି। ଏବେ ମୋଟ

ପୁଣି ଦ୍ରୁତ ସଂକ୍ରମଣ ଯୋଗୁ ପ୍ୟାରିସ କର୍ଫ୍ୟୁ: ‘ହୁ’ର ଚେତାବନୀ

ଲଣ୍ଡନ୍: ୟୁରୋପରେ ପୁଣି ଦ୍ରୁତ କୋଭିଡ ସଂକ୍ରମଣ ହେଉଛି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ‘ହୁ’ ୟୁରୋପରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଚିନ୍ତା ପ୍ରକଟ କରିଛି । ୟୁରୋପରେ ସଂକ୍ରମଣକୁ ‘ହୁ’ ରକେଟ୍ ସହ ତୁଳନା କରିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ

ବିଶ୍ୱ ଧଳାବାଡ଼ି ଦିବସ ପାଳିତ

ବ୍ରହ୍ମପୁର: ଦୃଷ୍ଟିହୀନ ବ୍ୟକ୍ତିମାନେ ସମାଜରେ କିପରି ସ୍ୱାଧୀନ ଭାବେ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଫେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ ବିଶ୍ୱ ଧଳାବାଡ଼ି ଦିବସ ପାଳନ କରାଯାଉଛି ବେ।ଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା

ରାତ୍ରୀକାଳୀନ ଡ୍ୟୁଟି ଭତା ହ୍ରାସ ବିରୁଦ୍ଧରେ କ୍ୟାଣ୍ଡଲ ଜଳାଇ ପ୍ରତିବାଦ

ରାୟଗଡ: ରାୟଗଡ ରେଳ ଡିଭିଜନ ଅଧିନସ୍ଥ କେଆର ଲାଇନର ରେଳ ଷ୍ଟେସନ ମାଷ୍ଟରମାନେ କ୍ୟାଣ୍ଡଲ ଜଳାଇ ଗୁରୁବାର ଦିନ ରାୟଗଡ ରେଳ ଷ୍ଟେସନ ପରିସରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ରେଳ ବିଭାଗ ପକ୍ଷରୁ ୪୩,୬୦୦ଟଙ୍କାରୁ ଉର୍ଦ୍ଧ ବେସିକ୍ ପେ' ପାଉଥିବା

ବ୍ଲୁଇସ୍ ଏବେ ଧରିବ ଜମି ମାଫିଆଙ୍କୁ

ଭୁବନେଶ୍ୱର: ରାଜଧାନୀରେ ଶହ ଶହ ଏକର ସରକାରୀ ଜମି ଏବେ ଜମି ମାପିଆଙ୍କ କବ୍ଜାରେ । ଛୋଟ, ବଡ଼ ସରକାରୀ ପ୍ରକଳ୍ପ କଲା ବେଳକୁ ଜମି ମିଳୁନି । ଜମି ମିଳିଲେ, ସେଠାରୁ ଜବରଦଖଲ ହଟାଇବାକୁ ଗଲା ବେଳକୁ କୋର୍ଟରୁ ସ୍ଥଗିତାଦେଶ ଆସିଯାଉଛି । ତେଣୁ ଜମି ଜବରଦଖଲକାରୀଙ୍କୁ ଅଧିକ ସମୟ ନଦେଇ ତୁରନ୍ତ

ରାଜ୍ୟ ରାଜନୀତିର ଚୁମ୍ବକ

କଳିଙ୍ଗ ସମ୍ରାଟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଦିଲ୍ଲୀରୁ ତାଙ୍କର ମରଶରୀର ଭୁବନେଶ୍ୱର ଆସି ଏଠାରୁ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମାପନ୍ନ ବେଳେ ଅସୁମାରି ଜନସ୍ରୋତ ହେବା ଏକ ପ୍ରଶ୍ନ ଉଦ୍ରେକ କରିଥିଲା । ତାହା ହେଲା, ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ? ଏଥିଲାଗି ପରବର୍ତୀ