ନିର୍ମାଣଧିନ ଘରୁ ୭୦ଲକ୍ଷ ମୂଲ୍ୟର କେନ୍ଦୁଗଣ୍ଡି ଜବତ କଲା ବନ ବିଭାଗ

ବଲାଙ୍ଗିର : ବଲାଙ୍ଗିର ବନ ବିଭାଗ ପକ୍ଷରୁ ମୁରିବାହାଲ ରେଞ୍ଜ ଖରଝୁରୀ ଗାଁରେ ପୁଣି ଏକ ବଡ ଧରଣର ଚଢଉରେ ବିପୁଳ ପରିମାଣର କାଠଗଣ୍ଡି ଜବତ କରିବାରେ ସଫଳ ହୋଇଛି। କେନ୍ଦୁଗଛର ଶତାଧିକ ଗଣ୍ଡି ଏକ ନିର୍ମାଣଧୀନ ଘରୁ ବନ ବିଭାଗ ଜବତ କରିଥିବାବେଳେ ଏହାର ମୂଲ୍ୟ ଖୋଲା ବଜାରରେ ପ୍ରାୟ ୭୦ଲକ୍ଷ ହେବ

ଏସ୍‌ଟିଏଫ୍‌ କବ୍‌ଜାରେ ୨ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର: ଚୋରା ବନ୍ଧୁକ ବେପାରର ୨ଜଣ ମାଷ୍ଟରମାଇଣ୍ଡ ଧରାପଡ଼ିଛନ୍ତି ବୋଲି ଆଜି ଗଣମାଧ୍ୟମକୁ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ସୂଚନା ଦେଇଛନ୍ତି। ଏହି ଅବସରରେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି ଯେ ଚୋରା ବନ୍ଧୁକ କାରବାର ଚାଲିଥିବା

ପଥର ଖାଦାନରେ ବିସ୍ଫୋରଣ: ୩ ମୃତ, ୬ ଆହତ

ଗୁରୁପୁର:ରାୟଗଡ଼ା ଜିଲାର ଗୁଣୁପୁର ଅନ୍ତର୍ଗତ ଓକିଲ୍‌ଗୁଡ଼ାରେ ପଥର ଖାଦାନରେ ବିସ୍ଫୋରଣ ଘଟି ୩ଜଣ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି। ୩ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଶ୍ରମିକ ଥିବାବେଳେ ଜଣେ ପୁରୁଷ ଶ୍ରମିକ ରହିଛନ୍ତି। ପଥର ଖାଦାନରେ କ’ଣ ପାଇଁ ବିସ୍ଫୋରଣ ଘଟିଲା ତା’ର କାରଣ

କଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ପଦ ଛାଡିଲେ ଦୀନେଶ କାର୍ତ୍ତିକ

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୨ତମ ମ୍ୟାଚ ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ ପୂର୍ବରୁ କଲକାତା ନାଇଟ୍‌ ରାଇଡର୍ସ ଦଳରେ ଏକ ବଡ ପରିବର୍ତ୍ତନ କରାଯାଇଛି । ୨୦୨୦ ଆଇପିଏଲ ଆରମ୍ଭରୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ରେମଡେସିଭିର ବିଫଳ

ୱାଶିଂଟନ: ଆମେରିକୀୟ କମ୍ପାନୀ ଗିଲିଆଡର ରେମଡେସିଭିର କରୋନା ରୋଗୀର ଜୀବନ ରକ୍ଷା କରିବାରେ ଅଧିକ ସକ୍ଷମ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ରେମଡେସିଭିର ସାହାଯ୍ୟରେ କୋଭିଡ-୧୯ ରୋଗୀଙ୍କ ହସ୍ପିଟାଲରେ ରହିବା ଓ  ବଞ୍ଚିବାର

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କୋଲକାତା: ବଲିଉଡର ଲୋକପ୍ରିୟ ପ୍ଲେ ବ୍ୟାକ୍‌ ସିଙ୍ଗର କୁମାର ସାନୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଜଣାପଡ଼ିଛି। ତାଙ୍କ ପୁଅ ଜାନ ବିଗବସ୍‌ ୧୪ର ପ୍ରତିଯୋଗୀ ରହିଛନ୍ତି। ଏହି କାରଣରୁ ବେଶ କିଛି ଦିନ ହେଲା କୁମାର ସାନୁ ଚର୍ଚ୍ଚାରେ

ଅନୁଭବଙ୍କ ଛାଡପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିବା ଛାଡପତ୍ର ମାମଲାକୁ କଟକକୁ ବଦଳି କରିବା ନେଇ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆବେଦନ କରିଥିଲେ। ଆଜି ଏହି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ପଟିଆଲା

ବର୍ଷା ବିତ୍ପାତ : ମହାରାଷ୍ଟ୍ରରେ ୨୭ ମୃତ , କର୍ଣ୍ଣାଟକ ସ୍ଥିତି ଗମ୍ଭୀର

ମୁମ୍ବାଇ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ୨୭ଜଣଙ୍କ ଜୀବନ ଗଲାଣି । ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି

ଫୁଡ୍ ଡେଲିଭରି ଆପ୍‌ର ଲୋକପ୍ରିୟତା

ଆନ୍ଧ୍ରପ୍ରଦେଶର : ମହାମାରୀ ଅଧିକାଂଶଙ୍କ ଜୀବନଶୈଳୀକୁ ଏପାଖସେପାଖ କରିଦେଇଛି କହିଲେ ଚଳେ। ସେଣ୍ଟର ଫର୍ ମନିଟରିଙ୍ଗ ଇକୋନୋମି ଅନୁସାରେ, ଲକ୍-ଡାଉନ୍ ଘୋଷଣା ହେବାର ଠିକ୍ ପରେ ଏପ୍ରିଲ୍ ଶେଷ ସପ୍ତାହବେଳକୁ ୧.୨କୋଟି ଲୋକ ଚାକିରି ହରାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଙ୍କୁ ଚାକିରି

ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦ ମାମଲା : ଏଜିଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ ଦାୟାଲ ମାମଲାର ଶୁକ୍ରବାର ହାଇକୋର୍ଟରେ ଶୁଣାଣି କରାଯାଇଛି। ମୂର୍ତ୍ତିର ଉଚ୍ଚତା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ମୂର୍ତ୍ତିର