କିଷାନ ରେଳରେ କାର୍ଯ୍ୟକାରୀ ହେଲା ୫୦% ରିହାତି
କିଷାନ ରେଳ ବ୍ୟବହାର କରୁଥିବା ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରେଳ ମନ୍ତ୍ରଣାଳୟ ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ଫଳ ଓ ପନିପରିବା ଉପରେ ୫୦ ଶତାଂଶ ରିହାତି ଦେବାକୁ ନେଇଥିବା ନିଷ୍ପତ୍ତି କାର୍ୟ୍ୟକାରୀ କରିଛି। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର!-->…