୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହେବ ଦେଶୀୟ ଔଷଧ ଉତ୍ପାଦନ କ୍ଷେତ୍ର
ଭାରତୀୟ ଔଷଧ ଉତ୍ପାଦନ କ୍ଷେତ୍ର ୨୦୨୪ ସୁଦ୍ଧା ୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହୋଇପାରିବ ବୋଲି ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା କହିଛନ୍ତି। ସେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ‘Reimagining Distances’ ସଂକ୍ରାନ୍ତ ଲାଟିନ ଆମେରିକୀୟ ଓ କାରୀବିୟାନ୍ ଅଧିବେଶନରେ!-->…