ହଜି ଯାଉଛି ପାଟ ମହୁରୀ
ପାଟ ମହୁରୀ ବିନା ଶୁଭ କାର୍ଯ୍ୟ ହୁଏନା
ଚନ୍ଦାହାଣ୍ଡି : କୋଉ ଏକ ପୁରୁଣା କାଳରୁ ବିଭିନ୍ନ ଶୁଭ କାମରେ ମହୁରୀ ବାଜି ଆସୁଛି । ବିବାହ, ବ୍ରତ, ପୂଜା ପାର୍ବଣ, ଯୁଦ୍ଧ, ଜନ୍ମ ମୃତ୍ୟୁ , ଅନ୍ତେଷ୍ଟି, ଆଦି କାର୍ଯ୍ୟରେ ମହୁରୀ ବାଜିବାର ଦେଖି ଆସୁଛେ। ମହୁରୀ ନବାଜିଲେ ସାମାଜିକ କାମ!-->!-->!-->…