କାର୍ରେ ଜଳିଗଲେ ଏନ୍ସିପି ନେତା ସଞ୍ଜୟ ସିନ୍ଦେ
ନାସିକ : ମହାରାଷ୍ଟ୍ରର ବରିଷ୍ଠ ଏନ୍ସିପି ନେତା ସଞ୍ଜୟ ସିନ୍ଦେଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ସେ ଯାଉଥିବା କାର୍ରେ ସର୍ଟସର୍କିଟ ଯୋଗୁଁ ଅଚାନକ ନିଆଁ ଲାଗିଯିବାରୁ କାର୍ ଜଳିଯିବା ସହ ଏଥିରେ ଥିବା ସିନ୍ଦେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସିନ୍ଦେ ନିଜ ଅଙ୍ଗୁର ବଗିଚା!-->…