ଓଡ଼ିଶା ହାଇକୋର୍ଟଙ୍କ ମତାମତକୁ କେନ୍ଦ୍ରର ଅପେକ୍ଷା
ନୂଅ।ଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଯଶବନ୍ତ ସିଂହ କମିଶନର ସୁପାରିସ୍ ଓ ସୁପ୍ରିମ୍ କୋର୍ଟ ୨୦୦୦ରେ ଦେଇଥିବା ନିର୍ଦ୍ଦେଶ ଅ।ଧାରରେ ହେବ । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏଥିପାଇଁ ରାଜ୍ୟ ସରକାରଙ୍କ ସୁପାରିସ ଓ ଏହାଥପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ!-->…