ଆର୍ନ୍ତଜାତିକ କନ୍ୟା ଦିବସରେ ମେଧାବୀ ଛାତ୍ରୀଙ୍କୁ ସହାୟତା
ଯାଜପୁର: ପୁଅ ଝିଅ ମଧ୍ୟରେ କୈାଣସି ଫରକ ନାହିଁ । ବରଂ ଝିଅ ମାନେ ନିଷ୍ଠା ଦକ୍ଷତା ଓ ପରିଶ୍ରମରେ ମଧ୍ୟ ପୁଅ ମାନଙ୍କ ଠାରୁ ଆଗରେ । ରବିବାର ପୁର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆନ୍ତଃର୍ଜାତିକ କନ୍ୟା ଦିବସ ପାଳିତ ହୋଇଥିଲା । ଜିଲା ପ୍ରଶାସନ, ଶିଶୁ ସୁରକ୍ଷା ୟୁନିଟ୍ ଓ ବେଟି!-->…