ତିନି ଭଉଣୀ ଉପରକୁ ଏସିଡ୍ ମାଡ
ଗୋଣ୍ଡା: ତିନି ଭଉଣୀ ଉପରକୁ ଏସିଡ୍ ମାଡ କରାଯାଇଛି । ଏସିଡ୍ ମାଡରେ ବଡ ଭଉଣୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ୟୁପି ଗୋଣ୍ଡା ଜିଲ୍ଲାର ପକ୍କା ଗାଁରେ । ତେବେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତିନି ଭଉଣୀ ଗୋଟିଏ ଘରେ!-->…