ନକଲି ସସ୍ ତଆରି କାରଖାନା ଠାବ, ଜଣେ ଗିରଫ
ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଏକ ନକଲି ସସ୍ ତଆରି କାରଖାନା ଠାବ କରାଯାଇଛି। ଏହି ମାମଲାରେ ପୁଲିସ୍ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜଗାଙ୍ଗପୁରର ୱାର୍ଡ ନଂ୧ର କୁମ୍ଭାରପଡ଼ାରେ ଏକ ନକଲି ସସ୍ ତିଆରି କାରଖାନା ଉପରେ ପୁଲିସ!-->!-->!-->…