ୱାର୍ଲଡ ଫୁଡ୍ ପ୍ରୋଗ୍ରାମକୁ ନୋବେଲ ଶାନ୍ତି

ଷ୍ଟକହୋମ: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ ପ୍ରୋଗ୍ରାମ (ଡବ୍ଲୁଏଫସି)କୁ ଚଳିତ ବର୍ଷର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସ୍ୱଦେଶୀ ରୟଲ ଏକାଡେମି ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି । କ୍ଷୁଧା ଓ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ୱପାଇଁ

ଦୁର୍ଗାପୂଜା ଛୁଟି ପରେ ଖୋଲିପାରେ କଲେଜ

ଭୁବନେଶ୍ବର: ଦୁର୍ଗାପୂଜା ଛୁଟି ପରେ କଲେଜ ଖୋଲିପାରେ। କଲେଜ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ସ୍କୁଲ ଓ କଲେଜ ବନ୍ଦ ରହିଛି । ଅନଲାଇନ ଜରିଆରେ ଶିକ୍ଷା ଗ୍ରହଣ

ସାମନ୍ତରାପୁର ହତ୍ୟାକାଣ୍ଡର ଆଉ ୫ ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାମନ୍ତରାପୁର ମିଠା ଦୋକାନୀ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଦିଲୀପ ବେହେରା, ଦିଲୀପର ବାପା ବାଉରିଆ ବେହେରା , ତାର ସ୍ତ୍ରୀ ଓ ପୁଅ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଦୁଇ ଜଣଙ୍କୁ

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ବାଜିଲା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ନିର୍ବାଚନ ବିଗୁଲ୍ । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ  ଉପ-ନିର୍ବାଚନ  ଅନୁଷ୍ଠିତ ହେବ।  ଆଜି ଏଥିଲାଗି   ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ସହ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

କରୋନା ପରୀକ୍ଷାର୍ଥୀ ମଧ୍ୟ ଦେଇପାରିବେ ପରୀକ୍ଷା ଭୁବନେଶ୍ବର: ଚଳିତ ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପରୀକ୍ଷା ନେଇ ଆଜି ତାରିଖ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ପରୀକ୍ଷା ଚାଲିବ ବୋଲି ଜଣା ପଡ଼ିଛି ।

ରେଳ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ପମ୍ପୁ ତଲାବ ପାଖ ରେଳ ଲାଇନରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣକ ହେଲେ କଣ୍ଟାବାଞ୍ଜି ରାମନଗର ପଡ଼ାର ଆନନ୍ଦ ତାଣ୍ଡି । ଜିଆରପି ପୁଲିସ ଓ ଟାଉନ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ

ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ସେନା ଅଧିକାରୀ

ଭୁବନେଶ୍ୱର: ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀ ଗିରଫ ହୋଇଥିବା ଜଣାଯାଇଛି। ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳର ଆର୍ମି ମେଜର ସୌମ୍ୟ ରଞ୍ଜନ ପତି।  ପତ୍ନୀଙ୍କ ଅଭିଯୋଗକ୍ରମେ ଗତକାଲି ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଘର ଏବଂ ଅଟୋମୋବାଇଲ୍ ଋଣର ସୁଧହାର ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ ନିକଟ ଭବିଷ୍ୟତରେ ହ୍ରାସ ହେବାର ସମ୍ଭାବନା ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟକୁ

କାଲିଠାରୁ ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ଉପଲବ୍ଧ ହେବ ରିଜର୍ଭେସନ୍

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ରିଜର୍ଭେସନ୍‌ ଟିକେଟ୍‌ ଉପଲବ୍ଧ ହେବ। କାରଣ ଭାରତୀୟ ରେଳବାଇ କୋଭିଡ୍‌ ପୂର୍ବ ପରି ପ୍ରସ୍ଥାନ ସମୟର ଅଧ ଘଣ୍ଟା ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବାର ନିଷ୍ପତ୍ତି ନେଇଛି। କରୋନା

ରାଜ୍ୟରେ ୨୬୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୭ମୃତ

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ ହଜାର ୮୩୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ