ପୂର୍ବତନ ପୁଲିସ ଡିଜି ଜନ୍ ନାୟକଙ୍କର ପରଲୋକ
ଭୁୁବନେଶ୍ବର: ବରିଷ୍ଠ ପୁଲିସ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି । କୋଭିଡ୍-୧୯ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ ଡିଜି ଅଭୟ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।
ଏ ସଂପର୍କରେ ଟ୍ବିଟ୍!-->!-->!-->…