ପୋଖରୀରେ ବୁଡି ସାତ ବର୍ଷର ନାବାଳିକା ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗାଁରେ ଗତକାଲି ସନ୍ଧ୍ର୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ହେଉଛନ୍ତି ଚିତ୍ରାଙ୍ଗପାଲି ଗାଁ ର ଉରା ମାଡ଼କାମୀଙ୍କ ସାତ ବର୍ଷର ଝିଅ ତୁଳସୀ ମାଡ଼କାମୀ । ସେ ଗତକାଲି!-->…