ସର୍ବସାଧାରଣ ସ୍ଥାନରେ ଧାରଣା ଅନୁଚିତ୍
ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନ ଦାଖଲ କରି ଧାରଣରେ ବସିବା ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଦିଲ୍ଲୀର ଶାହିନ୍ ବାଗରେ ନାଗରିକା ସଂଶୋଧନ ଅଧିନିୟମ (ସିଏଏ) ନେଇ ଦିର୍ଘଦିନଧରି କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଏହି!-->…