ବିଦ୍ୟୁତ୍ ମୁଲ୍ୟବୃଦ୍ଧି ପ୍ରତ୍ୟାହାର ଦାବି କରି ସି.ପି.ଏମ ର ବିକ୍ଷୋଭ
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଯେଉଁଭଳି ଭାବେ ବିଦ୍ୟୁତ୍ ଶୁଳ୍କର ମୁଲ୍ୟ ବୃଦ୍ଧି କରିଛନ୍ତି, ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତାର ତୀବ୍ର ପ୍ରତିବାଦ ଜଣାଇଛି । ଦଳ ତରଫରୁ ଆଜି!-->…