ସଡ଼କ ଦୁର୍ଘଟଣାରେ ଯୁବକ ମୃତ
ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମ ବସଷ୍ଟାଣ୍ଡ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ିଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ତାଳଚେର ଟାଉନ ୪ନମ୍ବର ୱାଡର଼୍ ସିଂହସାହିର ମଦନ ଦାସ (୩୮) ପରିବା ବ୍ୟବସାୟ କରିଥାନ୍ତି । ଆଜି ସକାଳ!-->…