ଆଜି ବାବରି ମସଜିଦର ରାୟ ଶୁଣାଣି
ନୂଆଦିଲ୍ଲୀ- ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଦୀର୍ଘ ୨୮ ବର୍ଷ ପରେ ଆଜି ବାବରି ମସଜିଦ ଭଙ୍ଗା ମାମଲାର ଶୁଣାଣି ହେବ । ଲକ୍ଷେ୍ନø ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏସ. କେ. ଯାଦବ ଏହି ରାୟ ଶୁଣାଇ ପାରନ୍ତି । ରାୟ ଶୁଣାଣି ବେଳେ ବିଜେପି ନେତା ଏଲ.କେ .ଆଡଭାନି, ମୁରଲୀ ମନୋହର!-->…