ଜବରଦଖଲ ଦ୍ୱାରା ରାଜଧାନୀ ସଂକୁଚିତ!
ରାଜଧାନୀ ଭୁବନେଶ୍ୱର କ୍ରମଶଃ ଜନଗହଳି ପରିପୁର୍ଣ୍ଣ ଅଂଚଳରେ ପରିଣତ ହେବାକୁ ଯାଉଛି । ଅର୍ଦ୍ଧଶତାଧିକ ୱାର୍ଡକୁ ନେଇ ଗଠିତ ଭୁବନେଶ୍ୱର ମହାନଗର ନିଗମରେ ବସ୍ତି ସଂଖ୍ୟା କିଛି କମ୍ ନୁହେଁ । ମହାବାତ୍ୟା ପୂର୍ବରୁ ବସ୍ତି ସଂଖ୍ୟା ପ୍ରାୟ ୧୦୦ରୁ କମ୍ ରହିଥିଲା ବେଳେ ଏକବିଂଶତାବ୍ଦି ଆରମ୍ଭରୁ!-->…