ବିଶ୍ୱ ହୃତପିଣ୍ଡ ଦିବସ
ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୁଏ ‘ବିଶ୍ୱ ହୃତପିଣ୍ଡ ଦିବସ’ । ସାଧାରଣ ଲୋକଙ୍କୁ ହୃତପିଣ୍ଡର ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ହୃତପିଣ୍ଡ ସମଗ୍ର ଶରୀରକୁ ଶକ୍ତି ଦେଇଥାଏ । ଏହାର ସ୍ୱାସ୍ଥ୍ୟ, ସାରା ଶରୀରର ସ୍ୱାସ୍ଥ୍ୟ । ନିଜ!-->…