ବିଦ୍ୟୁତ ତାର ଲାଗି ବୃଦ୍ଧ ମୃତ
ଡେଲାଙ୍ଗ: ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ପଂଚାୟତ ଅଧିନ ବାଲିହୁଙ୍କା ଗ୍ରାମର ଧାଡୁ ମାର୍ଥ(୫୦)ଙ୍କର ଘର ର ବିଦ୍ୟୁତ ସରବରାହ ଲାଗି ଚାଳରେ ଲଗାଯାଇଥିବା ସରର୍ଭିସ ପାଇପଟିକୁ ଆଜି ଅପରାହ୍ନ ୪ଟା ସମୟରେ ଏକ ମାଙ୍କଡ ଭାଙ୍ଗି ଦେଇଥିଲା । ତେବେ ଗୃହ ମାଲିକ ଧାଡୁ ଚାଳ ଉପରେ ଚଢି ଭାଙ୍ଗି!-->…