ବିଜେଡିରୁ ବିଦା ହେଲେ ଯୁବ ନେତା କଳ୍ପତରୁ ଓଝା
ଭୁବନେଶ୍ୱର- ବିଜୁ ଯୁବ ନେତା କଳ୍ପତରୁ ଓଝା ଦଳ କାର୍ଯ୍ୟକର୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇ ଆଜି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ ବର୍ଷ ଧରି ଦଳ ସହ କାମ କରିବା ପରେ ବି ତାଙ୍କୁ ଉପେକ୍ଷା କରାଯାଇଥିବା!-->…