ତାପଙ୍ଗ ହାତିଆ ମୁଣ୍ଡିଆ ନିଷାଦ୍ଧାଚଂଳ ଘେଷଣା
ଭୁବନେଶ୍ୱର- ଓଡିଶାର ଦ୍ୱିତୀୟ ଲଦାଖ ପାଲଟିଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷାଦ୍ଧାଚଂଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି । ତେଣୁ ଏହା ବିପଦ ବୋଲି ଦର୍ଶାଇ ତାପଙ୍ଗ!-->…