ମଥୁରା କୋର୍ଟରେ କୃଷ୍ଣ ଜନ୍ମଭୂମି ମାଲିକାନା ମାମଲା
ମଥୁରା: ଇତରପ୍ରଦେଶର ମଥୁରାସ୍ଥିତ କୃଷ୍ଣ ଜନ୍ମଭୂମିସ୍ଥଳର ସମଗ୍ର ୧୩.୩୭ ଏକର ଜାଗାର ମାଲିକାନା ଏବଂ ସହରରେ ଶ୍ରୀକୃଷ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍ଗାହ ମସ୍ଜିଦ୍ର ଉଚ୍ଛେଦ ଦାବି କରି ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଏକ ମାମଲା ମଥୁରା କୋର୍ଟରେ ଦାଏର ଇଦ୍ଗାହ ମସ୍ଜଦ୍ର ଉଚ୍ଛେଦ!-->…