୭ଦିନ ପାଇଁ ବାରିପଦା ସହର ବନ୍ଦ
ବାରିପଦା- ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ବାରିପଦା ସହରକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିିଭନ୍ନ ନାଗରିକ ସଂଗଠନ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଆସନ୍ତାକାଲି ଠାରୁ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି ।!-->…