ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସିତ ପୁରୁଷ ଓ ମହିଳାଙ୍କ ତାଲିକାରେ ମୋଦିଙ୍କ ନାମ
ନୂଆଦିଲ୍ଲୀ- ୟୁ ଗୋଭ ଦ୍ୱାରା କରାଯାଇଥିବା ସଭେ ରିପୋର୍ଟ ପ୍ରକାଶ ପାଇଛି । ବିଶ୍ୱର ଶ୍ରେଷ୍ଠ କୋଡିଏ ପ୍ରଶଂସିତ ପୁରୁଷ ଓ ମହିଳାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ରହିଛି । ପୁରୁଷ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତାଭ ବଚ୍ଚନ, ଶାହରୁଖ ଖାନ,!-->…