ଡ୍ରଗ୍ସ ଲିଙ୍କ ଘଟଣା: ଏନସିବିରେ ହାଜର ହେଲେ ଦିପୀକା
ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟର ତଦନ୍ତ ଆରମ୍ଭ ହେବା ପରେ ଡ୍ରଗ୍ସ ଲିଙ୍କ ଘଟଣା ସମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବୁ୍ୟରୋ (ଏନସିବି ) ପକ୍ଷରୁ ତଦନ୍ତ ଜୋରସୋର ଭାବେ ଜାରି ରହିଛି ।ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀକୁ ପଚରାଉଚରା କରାଯିବା ପରେ ବଲିଉଡର!-->…