ସର୍ବବୃହତ ଗଣତନ୍ତ୍ରର ସର୍ବପ୍ରଥମ ରେକର୍ଡ!
ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ । ଏଥିରୁ ଏଯାବଦ କୌଣସି ଦେଶ ବାଦ ପଡିନାହାନ୍ତି । ତାହା ଗଣତାନ୍ତ୍ରିକ ରାଷ୍ଟ୍ରହେଉ ଅଥବା ସାମ୍ୟବାଦୀ ରାଷ୍ଟ୍ର ହେଉ । ଗଣତାନ୍ତ୍ରିକ ବ୍ୟବସ୍ଥା ଯେଉଁ କେତୋଟି ପ୍ରମୁଖ ରାଷ୍ଟ୍ରରେ ଉତମ ରୂପେ ପରିଚାଳିତ, ତନ୍ନଧ୍ୟରେ ମୁଖ୍ୟତଃ ଆମେରିକା, ଭାରତ,!-->…