ଋଷକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ- ସ୍ପୁଟନିକ ଭି ପାଇଁ ଋଷିଆକୁ ଧନ୍ୟବାଦ ଦେଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଋଷ ଦ୍ୱରା ପ୍ରସ୍ତୁତ ଏହି ଟିକା ବିଭିନ୍ନ କ୍ଳିନିକାଲରେ ସଫଳ ପରୀକ୍ଷଣ ହେବାପରେ ନିଜ ଦେଶରେ ୪୨ ହଜାର ଲୋକଙ୍କ ଶରୀରରେ ଏହି ଟିକା ଦେବା ଆରମ୍ଭ କରିବା ପରେ ଦେଶର ଅନ୍ୟ ଲୋକଙ୍କୁ ଏହି ଟିକା!-->…