ଶ୍ରୀମନ୍ଦିର ଝଲସିବ!
ଶ୍ରୀମନ୍ଦିରକୁ ବର୍ଷ ବର୍ଷ ଧରି ଏକାଧିକ ପିଢ଼ିର ବଂଶଧର ଯେପରି ଦେଖିଆସିଛନ୍ତି, ସେଥିରେ ପ୍ରଥମ ଥର ଲାଗି ଗତ କେଇବର୍ଷ ଧରି ପରିବର୍ତନ ଘଟିଛି । ବଡ଼ଦାଣ୍ଡରେ ଯେପରିଭାବେ ପୂର୍ବରୁ ଦୋକାନ ଗୁଡ଼ିକ କୌଣସି ଦିଗଦିଶା ନମାନି ସବୁଠାରେ ରହିଥିଲା ଏବଂ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବା କ୍ରମଶଃ!-->…