ପୂର୍ବତଟ ରେଳପଥର ୨୨୬ଟି ଟ୍ରେନରେ ପଣ୍ୟ ପରିବହନ
ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବତଟ ରେଲପଥ ବ୍ୟବସାୟ ବିକାଶ ୟୁନିଟର ପ୍ରୟାସ ହେତୁ ୬୭,୦୬୭ ମିଲିୟନ ଟନ ମାଲ ପରିବହନ କରାଯାଇଛି । ସାର, ଫ୍ଲାଏ ଆଶ, ସିମେଂଟ, ଚାଉଲ, ମକା, ସ୍ଳାଗ ଏବଂ ଇସ୍ପାତ, ଲୁହାପଥର ଏବଂ କୋଇଲା ପରିବହନ ପୂର୍ବତଟ ରେଳପଥ ବ୍ୟବସାୟ ବିକାଶ!-->…