ଶ୍ୱଶୁର ବୋହୂକୁ ଭୁଜାଲିରେ ଆକ୍ରମଣ
ଭଦ୍ରକ: ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ବୋହୂକୁ ଗାଁ ଳୋକେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ବିଜ୍ଞାପିତ ଅଂଚଳର ହରିଜନ ସାହିରେ । ଆହତ ମଦନ ଓ ତାଙ୍କ ବୋହୂଙ୍କୁ ତୁରନ୍ତ ଧାମନଗର ମେଡ଼ୀକାଲରେ ଭର୍ତି କରାଯାଇଥିଲା । ପରେ!-->…